ପିଏମଇଣ୍ଡିଆ
ଜିସାଟ-11ର ସଫଳ ଉତକ୍ଷେପଣ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି ।
“ଆମ ମହାକାଶ କାର୍ଯ୍ୟକ୍ରମରେ ଏକ ବୃହତ ମାଇଲଖୁଣ୍ଟ, ଯାହାକି ସୁଦୂର ଅଞ୍ଚଳରେ ବସବାସ କରୁଥିବା କୋଟି କୋଟି ଭାରତୀୟଙ୍କ ଜୀବନଶୈଳୀକୁ ପ୍ରତିଫଳିତ କରିପାରିବ! ଜିସାଟ-11ର ସଫଳ ଉତକ୍ଷେପଣ ପାଇଁ ଇସ୍ରୋକୁ ଶୁଭେଚ୍ଛା, ଯାହା ଭାରତର ଭାରି, ବୃହତ ଏବଂ ଅତ୍ୟାଧୁନିକ ଯୋଗାଯୋଗ ଉପଗ୍ରହ ।
ଆମ ବୈଜ୍ଞାନିକଙ୍କ ପାଇଁ ଭାରତ ଗର୍ବିତ, ଯେଉଁମାନେ ନୂତନତ୍ଵ ଜାରି ରଖିବା ସହିତ ଉଚ୍ଚକୋଟୀର ମାନ ସହ ସଫଳତା ହାସଲ କରିପାରୁଛନ୍ତି । ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ସମସ୍ତ ଭାରତୀୟଙ୍କୁ ପ୍ରେରଣା ଯୋଗାଇବ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
A major milestone for our space programme, which will transform the lives of crores of Indians by connecting remote areas!
— Narendra Modi (@narendramodi) December 5, 2018
Congrats to @isro for the successful launch of GSAT-11, which is the heaviest, largest and most-advanced high throughput communication satellite of India.
India is proud of our scientists, who keep innovating and setting high standards of scale, achievements and succcess. Their remarkable work inspires every Indian. @isro
— Narendra Modi (@narendramodi) December 5, 2018