Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜୟନ୍ତୀ ଅବସରରେ ଶ୍ୟାମଜୀ କ୍ରିଷ୍ଣ ବର୍ମାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବିପ୍ଳବୀ ସ୍ୱାଧୀନତା ସଂଗ୍ରାମୀ ଶ୍ୟାମଜୀ କ୍ରିଷ୍ଣ ବର୍ମାଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

“ସମ୍ମାନୀୟ ଶ୍ୟାମଜୀ କ୍ରିଷ୍ଣ ବର୍ମାଙ୍କୁ ତାଙ୍କ ଜୟନ୍ତୀ ଅବସରରେ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି । ଭାରତୀୟ ସ୍ୱାଧୀନତା ପାଇଁ ତାଙ୍କ ଦେଶପ୍ରେମର ଭାବନାତ୍ମକ ଉତ୍ସାହ ଓ ପ୍ରୟାସକୁ କେବେ ମଧ୍ୟ ଭୁଲି ହେବ ନାହିଁ ।

ଶ୍ୟାମଜୀ କ୍ରିଷ୍ଣ ବର୍ମା ଏବଂ ତାଙ୍କ ମହାନତା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିବା ମୋର ଏକ ପୁରୁଣା ବକ୍ତବ୍ୟକୁ ମୁଁ https://www.youtube.com/watch?v=NLw_2cNVRuQ ରେ ସେୟାର କରୁଛି ବୋଲି,” ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

 

**********