Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜୟନ୍ତୀ ବାର୍ଷିକୀରେ ଶ୍ରୀ ରାମକୃଷ୍ଣ ପରମହଂସଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ରାମକୃଷ୍ଣ ପରମହଂସଙ୍କୁ ତାଙ୍କ ଜୟନ୍ତୀ ବାର୍ଷିକୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

“ଶ୍ରୀ ରାମକୃଷ୍ଣ ପରମହଂସଙ୍କୁ ତାଙ୍କ ଜୟନ୍ତୀରେ ମୁଁ ପ୍ରଣିପାତ କରୁଛି ।  ସେ ଭ୍ରାତୃତ୍ଵଭାବ ଓ ସଂପ୍ରୀତିର ଏକ ମୂର୍ତ୍ତିମନ୍ତ ପ୍ରତୀକ । ସେ ଏକ ବିଭେଦହୀନ, ନ୍ୟାୟପୂର୍ଣ୍ଣ ଓ ମୁକ୍ତ ସମାଜର ସ୍ଵପ୍ନ ଦେଖୁଥିଲେ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଠିକ ଗତବର୍ଷ ଶ୍ରୀ ରାମକୃଷ୍ଣ ପରମହଂସଙ୍କୁ ଏଭଳି ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ ସେ ଯେଉଁ ସମ୍ବୋଧନ କରିଥିଲେ ତାକୁ ଏଠାରେ ଶେୟାର (Share) କରିବାକୁ ଚାହୁଁଛନ୍ତି । ଏହି ଉଦ୍ବୋଧନର ଲିଙ୍କ ହେଲା – https://www.narendramodi.in/pm-modi-addresses-sri-ram-krishna-vachanmitra-satram-tiruvalla-via-video-conferencing-534416

 

**********