Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଡଃ ବାବାସାହେବ ଆମ୍ବେଦକରଙ୍କ ନିର୍ବାଣ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳୀ

ଡଃ ବାବାସାହେବ ଆମ୍ବେଦକରଙ୍କ ନିର୍ବାଣ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳୀ


ଡଃ ବାବାସାହେବ ଆମ୍ବେଦକରଙ୍କ ନିର୍ବାଣ ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

“ଡଃ ବାବାସାହେବ ଆମ୍ବେଦକରଙ୍କ ନିର୍ବାଣ ଦିବସରେ ମୁଁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି । ଦେଶ ପ୍ରତି ବାବାସାହେବଙ୍କ ମହାନ ସେବାକୁ ଭାରତ ସର୍ବଦା ମନେରଖିବ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********