ପିଏମଇଣ୍ଡିଆ
ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପୂଣ୍ୟ ତିଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
“ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପୂଣ୍ୟ ତିଥିରେ ଆମେ ତାଙ୍କୁ ସ୍ମରଣ କରୁଛୁ । ଭାରତ ପାଇଁ ତାଙ୍କର ଅସାଧାରଣ ଅବଦାନ କଦାପି ଭୁଲି ହେବ ନାହିଁ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Remembering Dr. Syama Prasad Mookerjee on his Punya Tithi. His exceptional contribution to India can never be forgotten.
— Narendra Modi (@narendramodi) June 23, 2017