Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୂଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୂଣ୍ୟତିଥି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଯେ, ଡକ୍ଟର ଏପିଜେ ଅବଦୁଲ କଲାମଙ୍କୁ ଜଣେ ପ୍ରେରଣାଦାୟକ ଦୂରଦୃଷ୍ଟି ସମ୍ପନ୍ନ, ଉତ୍କୃଷ୍ଟ ବୈଜ୍ଞାନିକ, ମାଗଦର୍ଶକ ଏବଂ ଜରେ ମହାନ ଦେଶପ୍ରେମୀ ଭାବରେ ମନେ ରଖାଯାଏ

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

ପୂର୍ବତନ ରାଷ୍ଟ୍ରପତି ତଥା ଆମର ପ୍ରିୟ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୂଣ୍ୟତଥି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ତାଙ୍କୁ ଜଣେ ପ୍ରେରଣାଦାୟକ ଦୂରଦୃଷ୍ଟିସମ୍ପନ୍ନ, ଉତ୍କୃଷ୍ଟ ବୈଜ୍ଞାନିକ, ମାର୍ଗଦର୍ଶକ ଏବଂ ଜଣେ ମହାନ ଦେଶପ୍ରେମୀ ଭାବରେ ମନେ ରଖାଯାଏ ଆମ ଦେଶ ପ୍ରତି ତାଙ୍କର ସମର୍ପଣ ଅନୁକରଣୀୟ ଥିଲା ତାଙ୍କର ଚିନ୍ତାଧାରା ଭାରତର ଯୁବପିଢ଼ିଙ୍କୁ ଏକ ବିକଶିତ ଏବଂ ସଶକ୍ତ ଭାରତ ଗଠନ ଦିଗରେ ଯୋଗଦାନ ଦେବାକୁ ପ୍ରେରଣା ଯୋଗାଇ ଥାଏ

 

SR