Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଡାକ୍ତର ଦିବସରେ ଡାକ୍ତରମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ ଓ ଡ. ବିସି ରୟଙ୍କୁ ଶ୍ରଦ୍ଧାଞ୍ଜଳି


ଡାକ୍ତର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡାକ୍ତରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଡ. ବିସି ରୟଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ।

“ସମାଜକୁ ଫିଟ ଏବଂ ସୁସ୍ଥ ରଖିବା ପାଇଁ 24 ଘଣ୍ଟା କଠିନ ପରିଶ୍ରମ କରୁଥିବା ସବୁ ଡାକ୍ତରମାନଙ୍କୁ ଡାକ୍ତର ଦିବସ ଅବସରରେ ମୁଁ ଅଭିନନ୍ଦନ ଜଣାଉଛି । ଜନ କଲ୍ୟାଣ କ୍ଷେତ୍ରରେ ସେମାନଙ୍କ ମହତ୍ଵପୂର୍ଣ୍ଣ ଯୋଗଦାନକୁ କୌଣସି ଭାଷାରେ ଧନ୍ୟବାଦ ପ୍ରଦାନ କରାଯାଇ ପାରିବନି । ମୁଁ ମଧ୍ୟ ପ୍ରଖ୍ୟାତ ଡାକ୍ତର ଡ. ବିସି ରୟଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରୁଛି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
ନରେନ୍ଦ୍ର ମୋଦୀ

ସମାଜକୁ ଫିଟ ଏବଂ ସୁସ୍ଥ ରଖିବା ପାଇଁ 24 ଘଣ୍ଟା କଠିନ ପରିଶ୍ରମ କରୁଥିବା ସବୁ ଡାକ୍ତରମାନଙ୍କୁ ଡାକ୍ତର ଦିବସ ଅବସରରେ ମୁଁ ଅଭିନନ୍ଦନ ଜଣାଉଛି ।

ଜନ କଲ୍ୟାଣ କ୍ଷେତ୍ରରେ ସେମାନଙ୍କ ମହତ୍ଵପୂର୍ଣ୍ଣ ଯୋଗଦାନକୁ କୌଣସି ଭାଷାରେ ଧନ୍ୟବାଦ ପ୍ରଦାନ କରାଯାଇ ପାରିବନି ।
ମୁଁ ମଧ୍ୟ ପ୍ରଖ୍ୟାତ ଡାକ୍ତର ଡ. ବିସି ରୟଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରୁଛି ।

****************