Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଡେନମାର୍କ ଓପନ ସୁପରସିରିଜ ପ୍ରିମିୟର-2017 ବିଜୟୀ କିଦାମ୍ବୀ ଶ୍ରୀକାନ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳୀ କିଦାମ୍ବୀ ଶ୍ରୀକାନ୍ତଙ୍କୁ ତାଙ୍କର ଡେନମାର୍କ ଓପନ ସୁପରସିରିଜ ପ୍ରିମିୟର-2017 ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

“ଡେନମାର୍କ ଓପନ ସୁପର ସିରିଜରେ ବିଜୟ ପାଇଁ ଆପଣଙ୍କୁ ଅଭିନନ୍ଦନ କିଦାମ୍ବୀ ଶ୍ରୀକାନ୍ତ । ଆପଣଙ୍କ ସଫଳତା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ ଏବଂ ଆନନ୍ଦିତ କରିଛି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

******