ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
‘‘ଆଜି ତାଙ୍କର ଜନ୍ମ ବାର୍ଷିକୀରେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଅମର ଆତ୍ମା ପ୍ରତି ମୋର ଶ୍ରଦ୍ଧାଞ୍ଜଳି । ଭାରତର ଇତିହାସକୁ ଗଢିବାରେ ସମୃଦ୍ଧ ଅବଦାନ ରଖିଥିବା ଏହି ମହାନ ଆତ୍ମାଙ୍କୁ ଆମେ ଆଜି ଗର୍ବର ସହ ସ୍ମରଣ କରୁଛୁ,’’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
On his birth anniversary, my tributes to Dr. Syama Prasad Mookerjee. We remember with pride his rich contribution towards India’s history.
— Narendra Modi (@narendramodi) July 6, 2016
Paid tributes to Dr. Syama Prasad Mookerjee at Parliament House. pic.twitter.com/MsjPXG7IlL
— Narendra Modi (@narendramodi) July 6, 2016