Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ତେଲଙ୍ଗାନା ରାଜ୍ୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା; ଆନ୍ଧ୍ରପ୍ରଦେଶ ରାଜ୍ୟବାସୀଙ୍କୁ ମଧ୍ୟ ଜଣାଇଲେ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତେଲଙ୍ଗାନାବାସୀଙ୍କୁ ରାଜ୍ୟ ଗଠନ ଦିବସରେ ଅଭିନନ୍ଦନ ଜଣାଇଛନ୍ତି । ସେ ଆନ୍ଧ୍ରପ୍ରଦେଶ ରାଜ୍ୟବାସୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

“ତେଲଙ୍ଗାନା ଗଠନ ଦିବସରେ ରାଜ୍ୟବାସୀଙ୍କୁ ମୋର ଶୁଭେଚ୍ଛା । କଠିନ ପରିଶ୍ରମୀ ଭାବେ ତେଲଙ୍ଗାନା ଅଧିବାସୀପରିଚିତ ଯେଉଁମାନଙ୍କ ବିଶେଷ ଅବଦାନ ଆମ ରାଷ୍ଟ୍ରର ବିକାଶ ଦିଗରେ ରହିଛି । ତେଲଙ୍ଗାନା ରାଜ୍ୟର ପ୍ରଗତି ଲାଗି ମୁଁ ପ୍ରାର୍ଥନା କରୁଛି ।

ଆନ୍ଧ୍ରପ୍ରଦେଶର ଭାଇ ଓ ଭଉଣୀମାନଙ୍କୁ ମୋର ଶୁଭେଚ୍ଛା । ବିଜ୍ଞାନରୁ କ୍ରୀଡା, ଶିକ୍ଷାରୁ ଉଦ୍ଯୋଗ, ଆନ୍ଧ୍ରପ୍ରଦେଶର ଅବଦାନ ଅତୁଳନୀୟ । ଆଗାମୀ ବର୍ଷଗୁଡିକରେ ରାଜ୍ୟର ପ୍ରଗତି ନେଇ ଆଶାବାଦୀ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********