Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ତ୍ରିପୁରା ଗଠନ ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ


ତ୍ରିପୁରା ଗଠନ ଦିବସ ଅବସରରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

“ରାଜ୍ୟ ଗଠନ ଦିବସରେ ତ୍ରିପୁରାବାସୀଙ୍କୁ ଶୁଭେଚ୍ଛା । ଏକ ବର୍ଷରୁ କମ ସମୟ ମଧ୍ୟରେ ରାଜ୍ୟ ଆଖିଦୃଶିଆ ଅଗ୍ରଗତି କରିପାରିଛି । ଏହା ଅନୁଭବ କରିହେଉଛି ଯେ, ଏହାର ପ୍ରକୃତ ସମ୍ଭାବ୍ୟ ଏବଂ ଲୋକଙ୍କ ଆଶା ଏକ ରେକର୍ଡ ସମୟ ମଧ୍ୟରେ ପୂର୍ଣ୍ଣ ହେବ । ଆଗାମୀ ବର୍ଷଗୁଡିକରେ ଏହି ଯୋଶ ଆହୁରି ବୃଦ୍ଧି ପାଇବା ନେଇ ଆଶା କରୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

***