ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ରେଖା ଗୁପ୍ତାଙ୍କ ଦ୍ୱାରା ଲିଖିତ ଏକ ନିବନ୍ଧ ସେୟାର କରିଛନ୍ତି।
ଏହି ନିବନ୍ଧରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଦେଶର ଭବିଷ୍ୟତ ଉପରେ ଆତ୍ମବିଶ୍ୱାସକୁ ମଜବୁତ କରିଛି ଏବଂ ବିଶ୍ୱ ସ୍ତରରେ ଭାରତର ମର୍ଯ୍ୟାଦା ବୃଦ୍ଧି କରିଛି। ଏହା ବିକଶିତ ଭାରତ ଦିଗରେ ଯାତ୍ରାକୁ ଆଶା, ଉଦ୍ଦେଶ୍ୟ ଏବଂ ଅଂଶଗ୍ରହଣ ଦ୍ୱାରା ପରିଚାଳିତ ଏକ ସାମୂହିକ ଆକାଂକ୍ଷା ଭାବରେ ବର୍ଣ୍ଣନା କରେ ।
ପ୍ରଧାନମନ୍ତ୍ରୀ ‘ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
“ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ରେଖା ଗୁପ୍ତା ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଦେଶର ଭବିଷ୍ୟତ ଉପରେ ଆତ୍ମବିଶ୍ୱାସକୁ ସୁଦୃଢ଼ କରିଛି ଏବଂ ବିଶ୍ୱ ସ୍ତରରେ ଭାରତର ମର୍ଯ୍ୟାଦା ବୃଦ୍ଧି କରିଛି। ସେ ବିକଶିତ ଭାରତ ଦିଗରେ ଯାତ୍ରାକୁ ଆଶା, ଉଦ୍ଦେଶ୍ୟ ଏବଂ ଅଂଶଗ୍ରହଣ ଦ୍ୱାରା ପରିଚାଳିତ ଏକ ସାମୂହିକ ଆକାଂକ୍ଷା ବୋଲି ବର୍ଣ୍ଣନା କରିଥିଲେ ।’’
HS