Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆଜି ଆୟୋଜିତ ଦୁର୍ନୀତି ନିବାରଣ ସଚେତନ ସପ୍ତାହ-୨୦୧୬ର ଉଦଯାପନୀ ସମାରୋହରେ ଯୋଗ ଦେଇଛନ୍ତି ।

ଏହି ଅବସରରେ ଉଦ୍ବୋଧନ ଦେଇ ସେ କହିଥିଲେ ଯେ, ସ୍ୱଚ୍ଛତା ରକ୍ଷା ଏବଂ ଦୁର୍ନୀତି ନିୟନ୍ତ୍ରଣରେ ପ୍ରଯୁକ୍ତିବିଦ୍ୟାର ଏକ ବିରାଟ ଭୂମିକା ରହିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ଓ ପ୍ରଶାସନ ନୀତି ଦ୍ୱାରା ପରିଚାଳିତ ହେବା ଆବଶ୍ୟକ । ମଣିଷର ଖାମଖିଆଲ ଓ ବେପରବାୟ ମନୋବୃତ୍ତିକୁ ନେଇ କୌଣସି କଥା ଚାଲିପାରିବ ନାହିଁ ।

ବ୍ୟାପକ ତଥ୍ୟ ଓ ଅଭିମତକୁ ଆଧାର କରି ଆଇନ ଓ ନୀତି ନିୟମ ପ୍ରସ୍ତୁତ ହେବା ବାଞ୍ଛନୀୟ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ।