Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦୂର୍ଗା ଅଷ୍ଟମୀରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ଦୂର୍ଗା ଅଷ୍ଟମୀ ଉତ୍ସବରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।

“ସମସ୍ତଙ୍କୁ ଦୂର୍ଗା ଅଷ୍ଟମୀ ଶୁଭେଚ୍ଛା । ଦୂର୍ଗା ଅଷ୍ଟମୀର ଶୁଭକାମନା”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।