Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦୃଷ୍ଟିବାଧିତ T20 ବିଶ୍ଵକପ ବିଜୟ ପାଇଁ ଭାରତୀୟ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାଙ୍ଗାଲୁରୁଠାରେ ଆଜି ଦୃଷ୍ଟିବାଧିତ T20 ବିଶ୍ଵକପ ବିଜୟ ଲାଗି ଭାରତୀୟ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

“ଦୃଷ୍ଟିବାଧିତ T20 ବିଶ୍ଵକପ ଫାଇନାଲରେ ଭାରତର ବିଜୟ ପାଇଁ ମୁଁ ଖୁବ ଆନନ୍ଦ ଓ ଉତଫୁଲ୍ଲିତ । ଆମ ଟିମକୁ ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ସଫଳତା ପାଇଁ ଭାରତ ଗୌରବାନ୍ଵିତ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********