ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଧନତେରସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି, “ଏହି ପବିତ୍ର ଅବସରରେ, ମୁଁ ଦେଶବାସୀଙ୍କର ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି । ପ୍ରଭୁ ଧନ୍ୱନ୍ତରୀ ସମସ୍ତଙ୍କୁ ତାଙ୍କର ଆଶୀର୍ବାଦ ପ୍ରଦାନ କରନ୍ତୁ ।”
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ମୋର ଦେଶବାସୀଙ୍କୁ ଧନତେରସର ଅନେକ ଶୁଭକାମନା । ଏହି ପବିତ୍ର ପର୍ବ ଅବସରରେ ମୁଁ ସମସ୍ତଙ୍କର ସୁଖ, ସୌଭାଗ୍ୟ ଏବଂ ଆରୋଗ୍ୟ କାମନା କରୁଛି । ଭଗବାନ ଧନ୍ୱନ୍ତରୀ ସମସ୍ତଙ୍କୁ ଆଶୀର୍ବାଦ ପଦାନ କରନ୍ତୁ ।”
SR
देश के मेरे सभी परिवारजनों को धनतेरस की अनेकानेक शुभकामनाएं। इस पावन अवसर पर मैं हर किसी के सुख, सौभाग्य और आरोग्य की कामना करता हूं। भगवान धन्वंतरि सबको अपना भरपूर आशीर्वाद दें।
— Narendra Modi (@narendramodi) October 18, 2025