ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରକ୍ଷାବନ୍ଧନ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
“ସବୁ ଦେଶବାସୀଙ୍କୁ ପବିତ୍ର ରକ୍ଷାବନ୍ଧନ ପର୍ବ ଅବସରରେ ବହୁତ ବହୁତ ଶୁଭକାମନା । ରକ୍ଷାବନ୍ଧନର ଅଭିନନ୍ଦନ”, ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।
***
सभी देशवासियों को रक्षाबंधन के पावन पर्व की बहुत-बहुत शुभकामनाएं। Greetings on Raksha Bandhan.
— Narendra Modi (@narendramodi) August 26, 2018