ପିଏମଇଣ୍ଡିଆ
ଦେଶବ୍ୟାପୀ ବିଭିନ୍ନ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
“ସମସ୍ତଙ୍କୁ ମକର ସଂକ୍ରାନ୍ତିର ଅଭିନନ୍ଦନ!
ପୋଙ୍ଗଲର ଶୁଭେଚ୍ଛା!
ମାଘ ବିହୁର ସ୍ୱତନ୍ତ୍ର ଅବସରରେ ଅଭିନନ୍ଦନ ।
ଶୁଭ ଉତ୍ତରାୟଣ ।
ଆଗାମୀ ଦିନରେ ଆପଣମାନେ ପ୍ରଗତିର ନୂତନ ସୋପାନକୁ ଆରୋହଣ କରିବା ନେଇ ମୁଁ ଆଶାବାଦୀ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
**********
#HappyMakarSankranti to everyone! pic.twitter.com/9LnlZWGDiB
— Narendra Modi (@narendramodi) January 14, 2019
Best wishes on Pongal! pic.twitter.com/tZlvGLXgOZ
— Narendra Modi (@narendramodi) January 14, 2019
Greetings on the special occasion of Magh Bihu. pic.twitter.com/o1EiTdlJDa
— Narendra Modi (@narendramodi) January 14, 2019
Happy #Uttarayan.
— Narendra Modi (@narendramodi) January 14, 2019
May you all scale new heights of progress in the times to come. pic.twitter.com/MpEy6BhyF4