ପିଏମଇଣ୍ଡିଆ
ମଧ୍ୟପ୍ରଦେଶ, ରାଜସ୍ଥାନ, ମଣିପୁର ଏବଂ ଦେଶର ବିଭିନ୍ନ ଭାଗରେ ଅଦିନିଆ ଝଡ ବର୍ଷା ଯୋଗୁ ଘଟିଥିବା ପ୍ରାଣହାନୀ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।
“ପ୍ରଭାବିତ ବ୍ୟକ୍ତିମାନଙ୍କୁ ଯଥା ସମ୍ଭବ ସହାୟତା କରିବା ପାଇଁ ସରକାର ପ୍ରଚେଷ୍ଟା କରୁଛନ୍ତି । ପରିସ୍ଥିତି ଉପରେ କଡା ନଜର ରଖାଯାଇଛି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
ମଧ୍ୟପ୍ରଦେଶ, ରାଜସ୍ଥାନ, ମଣିପୁର ଏବଂ ଦେଶର ବିଭିନ୍ନ ଭାଗରେ ଅଦିନିଆ ଝଡ ବର୍ଷା ଯୋଗୁ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷମାନଙ୍କ ନିକଟତମ ସମ୍ପର୍କୀୟଙ୍କୁ ଜାତୀୟ ରିଲିଫ ଫଣ୍ଡ୍ରୁ 2 ଲକ୍ଷ ଲେଖାଁଏ ଟଙ୍କା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ଅନୁମୋଦନ କରିଛନ୍ତି । ଆହତମାନଙ୍କୁ 50,000 ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ମଂଜୁର କରିଛନ୍ତି ।
PM @narendramodi has expressed grief at the loss of lives due to unseasonal rains and storms in MP, Rajasthan, Manipur & various parts of the country. The government is doing its best to provide all possible assistance to those affected. The situation is being monitored closely.
— PMO India (@PMOIndia) April 17, 2019
An ex- gratia of Rs 2 lakh each for the next of kin of those who lost their lives due to unseasonal rain & storms in MP, Rajasthan, Manipur & various parts of the country has been approved from the PM’s National Relief Fund. Rs 50,000 each for the injured has also been approved.
— PMO India (@PMOIndia) April 17, 2019