ପିଏମଇଣ୍ଡିଆ
ଧନତେରସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଧନତେରସର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା । ଭଗବାନ ଧନ୍ଵନ୍ତରୀ ଆମ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରନ୍ତୁ ।
ଧନତେରସର ପବିତ୍ର ଅବସରରେ ଶୁଭକାମନା । ଏହି ସ୍ଵତନ୍ତ୍ର ଦିବସ ଆମ ସମାଜରେ ଶାନ୍ତି ଏବଂ ସମୃଦ୍ଧିର ଉତ୍ସାହ ପ୍ରଦାନ କରୁ” ।
**********
धनतेरस के पावन अवसर पर सभी देशवासियों को हार्दिक शुभकामनाएं। भगवान धन्वंतरि हम सबको जीवन में सुख, समृद्धि एवं उत्तम स्वास्थ्य प्रदान करें।
— Narendra Modi (@narendramodi) November 5, 2018
Greetings on the auspicious occasion of Dhanteras. May this special day enhance the spirit of peace and prosperity in our society.