Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଧରିତ୍ରୀ ଦିବସରେ ଉନ୍ନତ ପୃଥିବୀ ଗଠନ ପାଇଁ ପୁନଃପ୍ରତିବଦ୍ଧତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ


“ଧରିତ୍ରୀ ଦିବସରେ ଆସନ୍ତୁ ଆମର ପରବର୍ତ୍ତୀ ପିଢ଼ି ପାଇଁ ଏକ ଉନ୍ନତ ଓ ସୁନ୍ଦର ପୃଥିବୀ ସୃଷ୍ଟି କରିବା ନେଇ ଆମର ସଂକଳ୍ପରେ ପୁନଃପ୍ରତିବଦ୍ଧ ହେବା । ଆସନ୍ତୁ ସମସ୍ତେ ମିଶି ଜଳବାୟୁ ପରିବର୍ତ୍ତନଜନିତ ବିପଦକୁ ଦୂର କରିବା ଦିଗରେ କାର୍ଯ୍ୟ କରିବା । ଏହା ଆମ ପ୍ରିୟ ଧରିତ୍ରୀ ମାତାଙ୍କ ପାଇଁ ଏକ ବଡ ସମ୍ମାନ ହେବ ।

ପ୍ରକୃତି ସହ ସମନ୍ୱୟ ରଖିବା ଏବଂ ଚିରସ୍ଥାୟୀ ପ୍ରଗତିକୁ ପ୍ରୋତ୍ସାହିତ କରିବା ପାଇଁ ଯେଉଁ ସବୁ ବ୍ୟକ୍ତି ବିଶେଷ ଏବଂ ସଙ୍ଗଠନ ମାନେ କାମ କରୁଛନ୍ତି ସେମାନଙ୍କୁ ମୁଁ ସାଧୁବାଦ ଜଣାଉଛି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

***