Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନବରାତ୍ରୀର ମହାନାବମୀରେ ମା ସିଦ୍ଧିଦାତ୍ରୀଙ୍କଠାରେ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥନା


 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରିର ମହାନାବମୀରେ ମା ସିଦ୍ଧିଦାତ୍ରୀଙ୍କୁ ପ୍ରାର୍ଥନା କରିଛନ୍ତି।

ଦେଶର ପ୍ରତ୍ୟେକ ନାଗରିକଙ୍କୁ ସେମାନଙ୍କର ସଂକଳ୍ପ ପୂରଣ ଲାଗି ଆଶୀର୍ବାଦ କରିବାକୁ ସେ ଦେବୀଙ୍କୁ ପ୍ରାର୍ଥନା କରିଥିଲେ।

 

ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି:

 

“ନବରାତ୍ରୀର ମହାନାବମୀ ହେଉଛି ସିଦ୍ଧି ଏବଂ ମୋକ୍ଷଦାୟିନୀଙ୍କ ଉପାସନାର ଦିନ। ଦେଶର ମୋର ସମସ୍ତ ପରିବରଜନଙ୍କ ସଂକଳ୍ପର ସିଦ୍ଧି ପାଇଁ ଆଶୀର୍ବାଦ ଦେବାକୁ ମୁଁ ଦେବୀଙ୍କୁ ପ୍ରାର୍ଥନା କରୁଛି। ”

 

SR