Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନବରୋଜ ଅବସରରେ ପାର୍ସି ସମ୍ପ୍ରଦାୟକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ନୂତନ ବର୍ଷ ନବରୋଜ ଅବସରରେ ପାର୍ସି ସମ୍ପ୍ରଦାୟର ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
“ସମସ୍ତ ପାର୍ସି ବନ୍ଧୁମାନଙ୍କୁ ନବରୋଜର ଶୁଭକାମନା! ନୂତନ ବର୍ଷ ସୁଖ, ଶାନ୍ତି, ସମୃଦ୍ଧି ଏବଂ ଉତ୍ତମ ସ୍ଵାସ୍ଥ୍ୟରେ ଭରିଦେବା ପାଇଁ ମୁଁ ପ୍ରାର୍ଥନା କରୁଛି,” ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।

**********