Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନିଃସ୍ୱାର୍ଥପର ସେବାର ଭାବନା ଉପରେ ଗୁରୁତ୍ୱାରୋପ କରି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଃସ୍ୱାର୍ଥପର ସେବାର ଗୁଣ ଏବଂ ପ୍ରତିବଦଳରେ କିଛି ଆଶା ନକରି ଅନ୍ୟମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବାର ମହାନ ଆଦର୍ଶ ଉପରେ ଆଲୋକପାତ କରୁଥିବା ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ।

’’କିଂ ଚନ୍ଦ୍ରମାଃ ପ୍ରତ୍ୟୁପକାରଲିପ୍ସାୟା କରୋତି ଗୋଭିଃ କୁମୁଦାବବୋଧନମ୍‍ ।

ସ୍ବଭାବ ଏବୋନ୍ନତଚେତସାଂ ସତାଂ ପରୋପକାରବ୍ୟସନଂ ହି ଜୀବିତମ୍‍ ।।’’

ପ୍ରଧାନମନ୍ତ୍ରୀ ‘ଏକ୍ସ “ରେ ପୋଷ୍ଟ କରିଛନ୍ତି:

’’କିଂ ଚନ୍ଦ୍ରମାଃ ପ୍ରତ୍ୟୁପକାରଲିପ୍ସାୟା କରୋତି ଗୋଭିଃ କୁମୁଦାବବୋଧନମ୍‍ ।

ସ୍ବଭାବ ଏବୋନ୍ନତଚେତସାଂ ସତାଂ ପରୋପକାରବ୍ୟସନଂ ହି ଜୀବିତମ୍‍ ।।’’

HS