ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି, ଯେଉଁଥିରେ ଧ୍ୟାନ ଏବଂ ଇଚ୍ଛାଶକ୍ତିକୁ ମଜବୁତ କରିବାରେ ନିୟମିତ ଅଭ୍ୟାସ ଏବଂ ଉତ୍ସର୍ଗୀକୃତ ପ୍ରୟାସର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଛି।
ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;
‘‘ଏକାଗ୍ରତାୟ ଷଡକଳ୍ପଃ ସ୍ନାୟୁବଦ୍ ବର୍ଦ୍ଧନକ୍ଷମୌ ।
ନିତ୍ୟାଭ୍ୟାସପ୍ରଯୋଗଭା ମଧିକାଧିକମୁଧ୍ୟତଃ ।।’’
“ଧ୍ୟାନ ଏବଂ ଇଚ୍ଛାଶକ୍ତି ଆମ ସ୍ନାୟୁତନ୍ତ୍ର ଭଳି। ନିୟମିତ ଅଭ୍ୟାସ ଏବଂ ସଠିକ୍ ପ୍ରୟାସ ଦ୍ୱାରା ସେଗୁଡ଼ିକୁ ବିକଶିତ ଏବଂ ସୁଦୃଢ଼ କରାଯାଇପାରିବ। ସମୟ ସହିତ, ଉଭୟ ଅଧିକ ଶକ୍ତିଶାଳୀ ଏବଂ ଅଧିକ ପ୍ରଭାବଶାଳୀ ହୋଇଯାଆନ୍ତି ।’’
HS
एकाग्रताथ सङ्कल्पः स्नायुवद् वर्द्धनक्षमौ।
— Narendra Modi (@narendramodi) July 21, 2026
नित्याभ्यासप्रयोगाभ्यामधिकाधिकमृध्यतः॥ pic.twitter.com/Y6ABikqNaI