Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନିରନ୍ତର ପ୍ରୟାସ ହିଁ ସଫଳତାର ପ୍ରକୃତ ଚାବିକାଠି ବୋଲି ଗୁରୁତ୍ୱାରୋପ କରି ଏକ ସଂସ୍କୃତ ‘ସୁଭାଶିତମ୍’ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ‘ସୁଭାଶିତମ୍ ’ ସେୟାର କରିଛନ୍ତି 

‘‘ନାନାଶ୍ରାନ୍ତାୟ ଶରସ୍ତିତି ରୋହିତ ଶୁଶ୍ରୁମ ।

ପାପୋ ନୃପଦ୍ରରୋ ଜନ ଇନ୍ଦ୍ର ଇଚ୍ଚରତଃ ଶଖା ଚରୋବେତି ।।’’

ସୁଭାଶିତମ୍ ଗୁରୁତ୍ୱାରୋପ କରେ ଯେ ନିରନ୍ତର ପ୍ରୟାସ ହେଉଛି ସଫଳତାର ପ୍ରକୃତ ଚାବିକାଠି, ଏବଂ ଜୀବନରେ, କେବଳ ସେହି ବ୍ୟକ୍ତି ତାଙ୍କ ଲକ୍ଷ୍ୟ ହାସଲ କରନ୍ତି ଯିଏ ଧୈର୍ଯ୍ୟ, ଦୃଢ ସଂକଳ୍ପ ଏବଂ ଆତ୍ମବିଶ୍ୱାସର ସହ ଆଗକୁ ବଢନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;

ନିରନ୍ତର ପ୍ରୟାସ ହିଁ ସଫଳତାର ପ୍ରକୃତ ଚାବିକାଠି। ଜୀବନରେ ସେହି ବ୍ୟକ୍ତି ନିଜର ଲକ୍ଷ୍ୟ ହାସଲ କରିଥାଏ, ଯିଏ ଧୈର୍ଯ୍ୟ, ଦୃଢ଼ ସଂକଳ୍ପ ଏବଂ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିଥାଏ।

‘‘ନାନାଶ୍ରାନ୍ତାୟ ଶରସ୍ତିତି ରୋହିତ ଶୁଶ୍ରୁମ ।

ପାପୋ ନୃପଦ୍ରରୋ ଜନ ଇନ୍ଦ୍ର ଇଚ୍ଚରତଃ ଶଖା ଚରୋବେତି ।।’’

HS