Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନିର୍ବାଚନରେ ବିଜୟୀ ହୋଇଥିବାରୁ ରାଷ୍ଟ୍ରପତି ସୌକତ ମିର୍ଜିୟୋୟେଭଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ


ନିର୍ବାଚନରେ ବିଜୟୀ ହୋଇଥିବାରୁ ରାଷ୍ଟ୍ରପତି ସୌକତ ମିର୍ଜିୟୋୟେଭଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ନିର୍ବାଚନରେ ବିଜୟୀ ହୋଇଥିବାରୁ ରାଷ୍ଟ୍ରପତି ସୌକତ ମିର୍ଜିୟୋୟେଭଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଭାରତ- ଉଜବେକିସ୍ତାନ ସାମରିକ ଭାଗିଦାରୀ ଆପଣଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଆହୁରି ମଜବୁତ ହେବ ବୋଲି ବିଶ୍ୱାସ ରହିଛି । ଆପଣଙ୍କୁ ଓ ମୈତ୍ରୀଭାବାପନ୍ନ ଉଜବେକିସ୍ତାନବାସୀଙ୍କୁ ଶୁଭେଚ୍ଛା ଜଣାଉଛି ।

SR