Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନିର୍ବାଚନ ବିଜୟ ପାଇଁ ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନରେ ବିଜୟ ପାଇଁ ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

“ନିର୍ବାଚନରେ ବିଜୟୀ ହୋଇଥିବାରୁ ପ୍ରବିନ୍ଦ ଜଗନ୍ନାଥଙ୍କୁ ଅଭିନନ୍ଦନ । ଭାରତ ଓ ମରିସସ ମଧ୍ୟରେ ଭାତୃତ୍ଵ ସମ୍ପର୍କ ଓ ବିକାଶ ଭାଗିଦାରୀକୁ ସୁଦୃଢ କରିବା ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ କରିଛୁ । ଆପଣଙ୍କ ସହିତ ଖୁବ ଶୀଘ୍ର କଥା ହେବା ପାଇଁ ଏବଂ ଆମ କାର୍ଯ୍ୟ ଚାଲୁ କରିବା ପାଇଁ ମୁଁ ଆଗ୍ରହୀ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

********