ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ନୂଆଁଖାଇ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ନୂଆଁଖାଇ ହେଉଛି ଆମ ଚାଷୀ, ଫସଲ ଏବଂ ଏକତା ଭାବନାର ପର୍ବ । ଏହି ବିଶେଷ ଅବସର ସମାଜରେ ସଦ୍ଭାବନା ଏବଂ ଏକତାର ଭାବନାକୁ ସୁଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
ନୂଆଁଖାଇ ଜୁହାର୍ !
ଆମ କୃଷକ, ଫସଲ ଏବଂ ଏକତାର ପର୍ବ ନୂଆଁଖାଇର ଅନେକ ଅନେକ ଶୁଭକାମନା ।
ଏହି ସ୍ୱତନ୍ତ୍ର ଅବସର ଆମ ସମାଜରେ ସଦ୍ଭାବନାର ବନ୍ଧନକୁ ସୁଦୃଢ଼ କରୁ ଏବଂ ଖୁସି ଓ ସମୃଦ୍ଧି ନେଇ ଆସୁ ।
*******
PS
Nuakhai Juhar!
— Narendra Modi (@narendramodi) September 15, 2026
Warm greetings on Nuakhai, a festival that celebrates our farmers, the harvest and the spirit of togetherness.
May this special occasion strengthen bonds of harmony and bring happiness and prosperity in our society.
ନୂଆଁଖାଇ ଜୁହାର୍ !
ଆମ କୃଷକ, ଫସଲ ଏବଂ ଏକତାର…