ପିଏମଇଣ୍ଡିଆ
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି
“ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଶୌର୍ଯ୍ୟ ଓ ସାହସିକତା ପାଇଁ ପ୍ରତ୍ୟେକ ଭାରତୀୟ ଆଜି ଗୌରବାନ୍ଵିତ । ଆଜି ଜନ୍ମ ଦିବସରେ ଏହି ମହାନ ପୁରୁଷଙ୍କୁ ଆମର ସଶ୍ରଦ୍ଧ ପ୍ରଣିପାତ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
**********
The valour of Netaji Subhas Chandra Bose makes every Indian proud. We bow to this great personality on his Jayanti. pic.twitter.com/Qrao1dnmQZ
— Narendra Modi (@narendramodi) January 23, 2018