Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନୌସେନା ଦିବସ ଅବସରରେ ଭାରତୀୟ ନୌସେନାକୁ ପ୍ରଧାନମନ୍ତ୍ରୀଙ୍କ ଅଭିବାଦନ


ଆଜି ନୌସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ନୌସେନା କର୍ମଚାରୀଙ୍କୁ ଅଭିବାଦନ ଜଣାଇଛନ୍ତି ।

“ନୌସେନା ଦିବସ ଅବସରରେ ଆମେ ଆମର ସାହସୀ ନୌସେନା କର୍ମଚାରୀମାନଙ୍କୁ ଅଭିବାଦନ କରୁଛୁ । ସେମାନଙ୍କର ମୂଲ୍ୟବାନ ସେବା ଏବଂ ତ୍ୟାଗ ଆମ ଦେଶକୁ ଶକ୍ତିଶାଳୀ ଓ ସୁରକ୍ଷିତ କରିଛି, ” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

***********