ପିଏମଇଣ୍ଡିଆ
ପଞ୍ଜାବର ବାଣ ଫାକ୍ଟ୍ରିରେ ଅଗ୍ନିକାଣ୍ଡ ଯୋଗୁ ପ୍ରାଣହାନୀ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିଛନ୍ତି ।
“ପଞ୍ଜାବର ବାଣ ଫାକ୍ଟ୍ରିରେ ଘଟିଥିବା ଦୁର୍ଘଟଣା ହୃଦୟ ବିଦାରକ । ଏନେଇ ମୁଁ ଗଭୀର ଭାବେ ମର୍ମାହତ । ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ମୁଁ ସହାନୁଭୂତି ଜଣାଉଛି । ଆହତ ବ୍ୟକ୍ତିମାନେ ଶୀଘ୍ର ସୁସ୍ଥ ହେବା ନେଇ ମୁଁ ଆଶା ପ୍ରକାଶ କରୁଛି । ଦୁର୍ଘଟଣା ସ୍ଥଳରେ ବିଭିନ୍ନ ଏଜେନ୍ସି ମାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
************
The tragedy at a firecracker factory in Punjab is heart-wrenching. Deeply anguished due to it. My condolences to the families of those who lost their lives. I hope the injured recover at the earliest. Agencies are working on rescue operations at the site of the tragedy: PM
— PMO India (@PMOIndia) September 5, 2019