Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ତାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ତାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ସଂସ୍କୃତି ଏବଂ ଐତିହ୍ୟକୁ କେନ୍ଦ୍ରରେ ରଖି ଦେଶକୁ ଆଗକୁ ନେବାକୁ ରାସ୍ତା ଦେଖାଇଥିଲେ ଯାହା କି ବିକଶିତ ଭାରତର ର୍ନିର୍ମାଣ ପାଇଁ ପ୍ରେରଣା ମଧ୍ୟ ।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀଙ୍କୁ ତାଙ୍କ ପୁଣ୍ୟତିଥିରେ ଦେଶର ନିଜ ସମସ୍ତ ପରିବାରଜନଙ୍କ ତରଫରୁ ଶତ-ଶତ ନମନ । ସେ ଭାରତୀୟ ସଂସ୍କୃତି ଏବଂ ଐତିହ୍ୟକୁ କେନ୍ଦ୍ରରେ ରଖି ଦେଶକୁ ଆଗକୁ ନେବା ପାଇଁ ବାଟ ଦେଖାଇଥିଲେ, ଯାହା କି ବିକଶିତ ଭାରତର ଗଠନରେ ପ୍ରେରଣାର ଉତ୍ସ ହୋଇପାରିଛି ।’

SR