Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପବିତ୍ର ରମଜାନ ମାସର ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପବିତ୍ର ରମଜାନ ମାସ ଆରମ୍ଭ ହେବା ଅବସରରେ ଦେଶବାସୀ ଏବଂ ବିଶ୍ୱ ସମ୍ପ୍ରଦାୟକୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ରମଜାନ ମୁବାରକ!

ଏହି ପବିତ୍ର ମାସ ଆମ ସମାଜରେ ଏକତାର ଭାବନାକୁ ଆହୁରି ମଜବୁତ କରୁ ସର୍ବତ୍ର ଶାନ୍ତି ଏବଂ ସମୃଦ୍ଧି ରହୁ ।”

 

SR