Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପବିତ୍ର ରମଜାନ ମାସ ଆରମ୍ଭରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ପବିତ୍ର ରମଜାନ ମାସ ଆରମ୍ଭରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

“ସମସ୍ତଙ୍କୁ ରମଜାନ ଅଭିନନ୍ଦନ । ପୈଗମ୍ବର ମହମ୍ମଦଙ୍କ ଧର୍ମନିଷ୍ଟ ଚିନ୍ତାଧାରାକୁ ଆମେ ସ୍ମରଣ କରୁଛୁ, ଯିଏକି ଐକ୍ୟବଦ୍ଧ, ଦୟାବାନ ଓ ସ୍ଵଚ୍ଛତା ଦାନକୁ ଗୁରୁତ୍ଵ ଦେଉଥିଲେ । ପବିତ୍ର ରମଜାନ ମାସ ଏହିସବୁ ସଦଗୁଣ ପାଇଁ ଉଦ୍ଦିଷ୍ଟ”, ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।

***