Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପରାକ୍ରମ ପର୍ବ ସମାରୋହକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ;

ପରାକ୍ରମ ପର୍ବ ସମାରୋହକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ;

ପରାକ୍ରମ ପର୍ବ ସମାରୋହକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ;

ପରାକ୍ରମ ପର୍ବ ସମାରୋହକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ;


 

କୋଣାର୍କ ଯୁଦ୍ଧ ସ୍ମାରକୀରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ

 

ମିଳିତ କମାଣ୍ଡର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ଯୋଧପୁରରେ ପହଞ୍ଚିଛନ୍ତି ।

ଯୋଧପୁର ବାୟୁ ସେନା ଘାଟିରେ ପହଞ୍ଚିବା ପରେ ସେ ତିନି ବାହିନୀ ପକ୍ଷରୁ ଗାର୍ଡ ଅଫ ଅନର ଗ୍ରହଣ କରିଥିଲେ ।

ସେ କୋଣାର୍କ ଯୁଦ୍ଧ ସ୍ମାରକୀରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେଠାରେ ପରିଦର୍ଶକ ପୁସ୍ତିକାରେ ପ୍ରଧାନମନ୍ତ୍ରୀ ଲେଖିଥିଲେ ଯେ ଆମ ମାତୃଭୂମିର ସୁରକ୍ଷା ଲାଗି ଉତ୍ସର୍ଗୀକୃତ ତଥା ସଂକଳ୍ପବଦ୍ଧ ସେନା ବାହିନୀ ପାଇଁ ଦେଶ ଗର୍ବିତ । ଦେଶ ପାଇଁ ଚରମ ତ୍ୟାଗ କରିଥିବା ତଥା ପିଢ଼ି ପରେ ପିଢ଼ି ପାଇଁ ପ୍ରେରଣାର ପ୍ରତୀକ ସାଜିଥିବା ସାହାସୀ ବ୍ୟକ୍ତିଙ୍କୁ ସେ ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

କୋଣାର୍କ ଷ୍ଟାଡ଼ିୟମରେ ପ୍ରଧାନମନ୍ତ୍ରୀ କୋଣାର୍କ ପର୍ବର ଉଦଘାଟନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ଏକ ପ୍ରଦର୍ଶନୀକୁ ସେ ବୁଲି ଦେଖିଥିଲେ ।