Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପାରସ୍ପରିକ ନିର୍ଭରଶୀଳତାର ଗୁରୁତ୍ୱ ଉପରେ ଆଲୋକପାତ କରି ଏକ ସଂସ୍କୃତ ‘ସୁଭାଶିତମ୍ ’ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ‘ସୁଭାଶିତମ୍’ ସେୟାର କରିଛନ୍ତି –

‘‘ପ୍ରଭୟା ହି ବିନା ଯଦବଦ୍‍ ଭାନୁରେଷ ନୂ ବିଦୟତେ ।

ପ୍ରଭା ଚ ଭାନୁନା ତେନ ସୁତରାଂ ତଦୁପାଶ୍ରୟା ।।’’

ସୁଭାଶିତମ୍ ସୂଚିତ କରେ ଯେ ଯେପରି ସୂର୍ଯ୍ୟକୁ ଏହାର ଆଲୋକ ବିନା ଅନୁଭବ କରାଯାଇପାରିବ ନାହିଁ, ସେହିପରି ସୂର୍ଯ୍ୟ ବିନା ଆଲୋକ ରହିପାରିବ ନାହିଁ। ତେଣୁ, ସୂର୍ଯ୍ୟ ଏବଂ ଏହାର ଆଲୋକର ସମ୍ପୂର୍ଣ୍ଣ ଅସ୍ତିତ୍ୱ ଏବଂ ଶକ୍ତି ପରସ୍ପର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ।

ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;

‘‘ପ୍ରଭୟା ହି ବିନା ଯଦବଦ୍‍ ଭାନୁରେଷ ନୂ ବିଦୟତେ । 

ପ୍ରଭା ଚ ଭାନୁନା ତେନ ସୁତରାଂ ତଦୁପାଶ୍ରୟା ।।’’

HS