Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପାରାଅଲିମ୍ପିକ୍ସ-2016 ରେ ପଦକ ବିଜୟିନୀ ଦୀପା ମଲିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପାରାଅଲିମ୍ପିକ୍ସ-2016 ରେ ମହିଳା ସଟପୁଟ ବିଭାଗରେ ରୌପ୍ୟ ପଦକ ଜିତି ନୂଆ ଇତିହାସ ରଚିଥିବା ଦୀପା ମଲ୍ଲିକଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

“ଅତି ଉତ୍ତମ ପ୍ରଦର୍ଶନ ଦୀପା ! ପାରାଅଲିମ୍ପିକ୍ସରେ ତୁମର ରୌପ୍ୟ ହାସଲ ପାଇଁ ଭାରତ ଗର୍ବିତ । ହାର୍ଦ୍ଦିକ ଅଭିନନ୍ଦନ,” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।