Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପିଙ୍ଗାଲି ଭେଙ୍କୟାଙ୍କୁ ତାଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ହର ଘର ତିରଙ୍ଗା ଆନ୍ଦୋଳନକୁ ସମର୍ଥନ କରିବାକୁ ନାଗରିକମାନଙ୍କୁ ଅନୁରୋଧ

 

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଙ୍ଗାଲି ଭେଙ୍କୟାଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି  ଏବଂ ଦେଶକୁ ତ୍ରିରଙ୍ଗା ପ୍ରଦାନ କରିବାରେ ତାଙ୍କର ପ୍ରୟାସକୁ ସ୍ମରଣ କରିଛନ୍ତି ଶ୍ରୀ ମୋଦୀ ଦେଶବାସୀଙ୍କୁ ଅଗଷ୍ଟ 9 ରୁ 15 ତାରିଖ ମଧ୍ୟରେ ତ୍ରିରଙ୍ଗା ଉତ୍ତୋଳନ କରି ହର ଘର ତିରଙ୍ଗାଆନ୍ଦୋଳନକୁ ସମର୍ଥନ କରିବା harghartiranga.com.ରେ ନିଜର ସେଲ୍ଫି ସେୟାର କରିବାକୁ ଦେଶର ନାଗରିକମାନଙ୍କୁ ଅନୁରୋଧ କରିଥିଲେ

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି,

“ପିଙ୍ଗାଲି ଭେଙ୍କୟା ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ସ୍ମରଣ କରୁଛି ଆମକୁ ତ୍ରିରଙ୍ଗା ପ୍ରଦାନ କରିବାରେ ତାଙ୍କର ପ୍ରୟାସ ସର୍ବଦା ସ୍ମରଣୀୟ ହୋଇ ରହିବ,  ହର ଘର ତିରଙ୍ଗା ଆନ୍ଦୋଳନକୁ ସମର୍ଥନ କରନ୍ତୁ ଏବଂ ଅଗଷ୍ଟ 9ରୁ 15 ମଧ୍ୟରେ ତ୍ରିରଙ୍ଗା ଉତ୍ତୋଳନ କରନ୍ତୁ! harghartirangacom ରେ ନିଜର ସେଲ୍ଫି ସେୟାର କରିବାକୁ ଭୁଲନ୍ତୁ ନାହିଁ

*****

NS/SLP