Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପୁରୁଷ ଡବଲ୍ସ ଟେନିସ ବର୍ଗରେ ସ୍ୱର୍ଣ୍ଣ ପଦକ ବିଜୟୀ ରୋହନ ବୋପାନା ଓ ଦିଭିଜ ଶରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


 

 

ଇଣ୍ଡୋନେସିଆର ଜାକର୍ତା-ପାଲେମବାଙ୍ଗଠାରେ ଚାଲିଥିବା 18ତମ ଏସୀୟ କ୍ରୀଡା 2018ର ପୁରୁଷ ଡବଲ୍ସ ଟେନିସ ବର୍ଗରେ ସ୍ୱର୍ଣ୍ଣ ପଦକ ବିଜୟୀ ରୋହନ ବୋପାନ୍ନା ଏବଂ ଦିଭିଜ ଶରଣଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

“ଯେତବେଳେ ରୋହନ ବୋପାନ୍ନା ଓ ଦିଭିଜ ଶରଣ ଖେଳନ୍ତି, ଚମତ୍କାର ଟେନିସ ଖେଳର ଆଶା କରାଯାଏ! ପୁରୁଷ ଡବଲ୍ସ ବର୍ଗରେ ସେମାନେ ହକଦାର ଥିବା ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । ଏହି ଖେଳାଳିମାନଙ୍କୁ ଅଭିନନ୍ଦନ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

 

**********