Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପୁଲୱାମା ଆକ୍ରମଣରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ


ଗତବର୍ଷ ଜଘନ୍ୟ ପୁଲୱାମା ଆକ୍ରମଣରେ ପ୍ରାଣବଳି ଦେଇଥିବା ବୀର ସହିଦଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏକ ଟ୍ଵିଟରେ ସେ କହିଛନ୍ତି, “ସହିଦମାନେ ଆମ ରାଷ୍ଟ୍ରର ସେବା ଏବଂ ସୁରକ୍ଷା ଲାଗି ନିଜ ଜୀବନକୁ ସମର୍ପିତ କରିଥିବା ଅସାଧାରଣ ବ୍ୟକ୍ତି ଥିଲେ । ସେମାନଙ୍କ ପ୍ରାଣାହୁତିକୁ ଭାରତ କେବେ ବି ଭୁଲି ପାରିବନି” ।

**********