Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପୂଣ୍ୟ ତିଥିରେ ସର୍ଦ୍ଦାର ପଟେଲଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ପଟେଲଙ୍କୁ ତାଙ୍କ ପୂଣ୍ୟ ତିଥିରେ ସ୍ମରଣ କରିଛନ୍ତି ।

“ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ତାଙ୍କ ପୂଣ୍ୟ ତିଥିରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ।

ମହାନ ସର୍ଦ୍ଦାର ପଟେଲଙ୍କୁ ତାଙ୍କ ପୂଣ୍ୟ ତିଥିରେ ସ୍ମରଣ କରୁଛୁ । ତାଙ୍କ ଚିନ୍ତାଧାରା, ମହତ କାର୍ଯ୍ୟ ଏବଂ ଭାରତର ଏକତା ପାଇଁ  ବଳିଷ୍ଠ ପଦକ୍ଷେପ ପିଢ଼ି ପରେ ପିଢି ଭାରତୀୟମାନଙ୍କୁ ଅନୁପ୍ରାଣିତ କରିଚାଲିଥିବ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

***