Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପୂଣ୍ୟ ତିଥିରେ ସର୍ଦ୍ଦାର ପଟେଲଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ


ସର୍ଦ୍ଦାର ପଟେଲଙ୍କ ପୂଣ୍ୟ ତିଥିରେ ତାଙ୍କୁ ସ୍ମରଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

“ମହାନ ରାଷ୍ଟ୍ରନାୟକ ସର୍ଦ୍ଦାର ପଟେଲଙ୍କ ପୂଣ୍ୟ ତିଥିରେ ଆମେ ତାଙ୍କୁ ସ୍ମରଣ କରୁଛୁ । ଦେଶ ହିତରେ ସର୍ଦ୍ଦାର ପଟେଲଙ୍କ ଅବିସ୍ମରଣୀୟ ଓ କୀର୍ତ୍ତିମାନ ସେବା ଲାଗି ପ୍ରତ୍ୟେକ ଭାରତବାସୀ ତାଙ୍କ ନିକଟରେ ଚିରଋଣୀ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

***