Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ଜୟନ୍ତୀ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

“ଜୟନ୍ତୀ ଅବସରରେ ଚୌଧୁରୀ ଚରଣ ସିଂଙ୍କୁ ସ୍ମରଣ କରୁଛି । ଚୌଧୁରୀ ସାହେବ ଅତ୍ୟନ୍ତ ଉତ୍ସର୍ଗତାର ସହ ଦେଶ ସେବା କରିଥିଲେ । ଆମର ଗ୍ରାମାଞ୍ଚଳର ଉନ୍ନତି ପାଇଁ ସେ କଠିନ ପରିଶ୍ରମ କରିଥିଲେ ଏବଂ କୃଷକମାନଙ୍କ ଅଧିକାର ସୁରକ୍ଷିତ କରିବା ନେଇ ସବୁବେଳେ ସ୍ୱର ଉଠାଉଥିଲେ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

*****