ପିଏମଇଣ୍ଡିଆ
ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପୂଣ୍ୟ ତିଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
“ଶାସ୍ତ୍ରୀଜୀଙ୍କ ଜନ୍ମ ତିଥିରେ ଆମେ ଶ୍ରଦ୍ଧାଞ୍ଜଳି ଜଣାଉଛୁ । ତାଙ୍କ ଅତୁଳନୀୟ ସେବା ଏବଂ ସାହାସିକ ନେତୃତ୍ଵ ଆଗାମୀ ପିଢି ପାଇଁ ସ୍ମରଣୀୟ ହୋଇ ରହିବ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
**********
We pay homage to Shastri Ji on his Punya Tithi. His impeccable service and courageous leadership will be remembered for generations to come.
— Narendra Modi (@narendramodi) January 11, 2018