ପିଏମଇଣ୍ଡିଆ
ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଏ.ଏସ.ଆନନ୍ଦଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।
“ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଏ.ଏସ.ଆନନ୍ଦଙ୍କ ଦେହାନ୍ତ ଯୋଗୁଁ ମୁଁ ମର୍ମାହତ । ଏହି ଦୁଃଖଦ ସମୟରେ ତାଙ୍କ ପରିବାର ପ୍ରତି ମୋର ସମବେଦନା । ତାଙ୍କ ଆତ୍ମାର ସଦଗତି କାମନା କରୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
*****
Saddened by the demise of former Chief Justice of India, Justice AS Anand. My thoughts are with his family in this hour of grief. May his soul rest in peace.
— Narendra Modi (@narendramodi) December 1, 2017