ପିଏମଇଣ୍ଡିଆ
15.04.25 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୋଇଲା ବୋଇଶାଖ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।
ଏକ୍ସ ରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:
“ପୋଇଲା ବୋଇଶାଖ ଅବସରରେ ଶୁଭେଚ୍ଛା!”
***
Greetings on Poila Boishakh! pic.twitter.com/Qw7IJPrR3x
— Narendra Modi (@narendramodi) April 15, 2025