ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟ ପ୍ରତିଷ୍ଠା ଦିବସ ଉପଲକ୍ଷେ ମଧ୍ୟପ୍ରଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ନଭେମ୍ବର 1, 1956ରେ ମଧ୍ୟପ୍ରଦେଶ ପ୍ରତିଷ୍ଠା ହୋଇଥିଲା ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ଅପାର ପ୍ରାକୃତିକ ସମ୍ପଦ ଏବଂ ସମୃଦ୍ଧ ଓ ବିବିଧ ସଂସ୍କୃତିକୁ ନେଇ ଏହି ରାଜ୍ୟ ବିକାଶ ପଥରେ ନିଜ ଯାତ୍ରା ଜାରି ରଖିବ ।”
**********
मध्य प्रदेश के स्थापना दिवस पर राज्य के निवासियों को हार्दिक शुभकामनाएं। मैं कामना करता हूं कि प्राकृतिक संपदा से परिपूर्ण और सांस्कृतिक विरासत से समृद्ध यह प्रदेश निरंतर प्रगति और विकास की राह पर आगे बढ़े।
— Narendra Modi (@narendramodi) November 1, 2019