Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି ପରିଲକ୍ଷିତ ହୋଇଛି, ଏକ ବିକଶିତ ଭାରତ ପାଇଁ ମଞ୍ଚ ପ୍ରସ୍ତୁତ ହୋଇଛି: ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଅଭିବୃଦ୍ଧି ତଥା ବିକାଶମୂଳକ ପଦକ୍ଷେପ ବିଷୟରେ ପ୍ରବନ୍ଧ, ଗ୍ରାଫିକ୍ସ, ଭିଡିଓ ଏବଂ ସୂଚନା ସେୟାର କରିଛନ୍ତି ଯାହା ଭାରତର ଅଦ୍ୱିତୀୟ ଭିତ୍ତିଭୂମି ଦୃଶ୍ୟପଟ୍ଟରେ ପରିଣତ ହୋଇଛି ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

 ଏହି ୯ବର୍ଷର ଗତି ଏବଂ ପ୍ରଗତିରେ, ଆମେ ଭାରତରେ ଅଭିବୃଦ୍ଧି ଏବଂ ବିକାଶର ମୂଳକୁ ବିକଶିତ କରି ଏକ ଭିତ୍ତିଭୂମି ଦୃଶ୍ୟପଟ୍ଟ ଗଠନ କରିଛୁ ଯାହା ଅଦ୍ୱିତୀୟ ଅଟେ । ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି ପରିଲକ୍ଷିତ ହୋଇ ଏକ ବିକଶିତ ଭାରତ ପାଇଁ ମଞ୍ଚ ପ୍ରସ୍ତୁତ କରିଛି ।

HS