ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟେକ ଲକ୍ଷ୍ୟ ହାସଲ ପାଇଁ ସମର୍ପଣ ଏବଂ ସଂକଳ୍ପବଦ୍ଧ ପ୍ରୟାସର ଗୁରୁତ୍ୱକୁ ରେଖାଙ୍କିତ କରି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ।
‘‘ପ୍ରଭୁତଂ କାର୍ଯ୍ୟମଳ୍ପଂ ବା ପତ୍ରରଃ କର୍ତୃମିଛତି ।
ସର୍ବାରମ୍ଭେଣ ତତ୍ କାର୍ଯ୍ୟ ସିଂହା ଦେକଂ ପ୍ରଚକ୍ଷତେ ।।’’
ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ଗ୍ରହଣ କରିବାର ସ୍ୱପ୍ନ ବାସ୍ତବ ରୂପ ନେଇଛି, ଯାହା ଏକ ସ୍ୱଚ୍ଛ, ସବୁଜ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପରିବହନ ବ୍ୟବସ୍ଥା ନିର୍ମାଣ ପାଇଁ ଦେଶର ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଚିହ୍ନିତ କରିଛି। ଏହି ଉଲ୍ଲେଖନୀୟ ସଫଳତା ସହ ଜଡ଼ିତ ସମସ୍ତଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ।
ପ୍ରଧାନମନ୍ତ୍ରୀ ‘ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
ଆଜି ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ପାଇବାର ସ୍ୱପ୍ନ ସାକାର ହେବାକୁ ଯାଉଛି। ଆତ୍ମନିର୍ଭରଶୀଳ ଭାରତ ଏବଂ ନିରନ୍ତର ବିକାଶ ଦିଗରେ ଏହା ଏକ ବହୁତ ବଡ଼ ଦିନ। ମୁଁ ଏହା ସହିତ ଜଡ଼ିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି।
HS
आज भारत को पहली हाइड्रोजन ट्रेन मिलने का सपना साकार होने जा रहा है। यह आत्मनिर्भर भारत और सतत विकास की दिशा में एक बहुत बड़ा दिन है। मैं इससे जुड़े सभी लोगों को बहुत बधाई देता हूं।
— Narendra Modi (@narendramodi) July 17, 2026
प्रभूतं कार्यमल्पं वा यन्नरः कर्तुमिच्छति।
सर्वारम्भेण तत् कार्यं सिंहादेकं प्रचक्षते।। pic.twitter.com/aAbVNt9GCb